ଚକ୍ରବାକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଚକ୍ରବାକୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (ଚକ୍ର+ବଚ ଧାତୁ+କର୍ମ. ଅ; ଯେ ଚକ୍ର ନାମରେ ଉକ୍ତ ହୁଏ; ଯାହାର ଏକ ନାମ ଚକ୍ର) ସମ୍ପାଦନା

ଚକୁଆ ପକ୍ଷୀ — The ruddy shel drake.

[ ଦ୍ର—କଥିତ ଅଛି ରାମଚନ୍ଦଙ୍କ ଅଭିଶାପରୁ ଚକ୍ରଚାକ ଯୁଗଳ ଦିନଯାକ ଏକତ୍ର ରହନ୍ତି ଓ ରାତି ହେଲାରୁ ଏମାନଙ୍କର ବିଚ୍ଛେଦ ହୁଏ ଗୋଟିଏ ନଦୀର ଏକ କୂଳରେ ଅପର ନଦୀର ଅନ୍ୟ କୂଳରେ ରହି ପରସ୍ପରକୁ ଝୁରି ରାବ କରୁଥାନ୍ତି ]