ଚକ୍ରପାଦ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଚକ୍ରପାଦକ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଚକ୍ର+ପାଦ) ସମ୍ପାଦନା

୧. (ଚକ୍ର ଅଟେ ପାଦ ଯାହାର) ରଥ; ଗାଡି —୧. Wheeled vehicle; carriage.
୨. (ଚକ୍ରପରି ଗୋଲାକାର ପାଦ ଯାହାଉ) ହସ୍ତୀ — ୨. Elephant.