ଚକ୍ରନାୟକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଚକ୍ର+ନାୟକ) ସମ୍ପାଦନା

୧. ସେନାପତି — ୧. Leader of a troop.
୨. ସୁଗନ୍ଧିବିଶେଷ; ନଖୀ —୨. A kind of perfume.