ଚକ୍ରଚର
ଚକ୍ରଚର
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଂ. (ଚକ୍ର+ଚର+ଧାତୁ+ଅ)
ସମ୍ପାଦନାଚକ ପରି ବୁଲୁଥିବା — Whirling; moving in a circle.
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
ସମ୍ପାଦନା- ୧. ଐନ୍ଦ୍ରଜାଲିକ — ୧. A juggler; a magician.
- ୨. ତେଲୀ (ହିନ୍ଦୀ - ଶବ୍ଦସାଗର) —୨. Oilman.
- ୩. କୁମ୍ଭାର (ହିନ୍ଦୀ - ଶବ୍ଦସାଗର) —୩. Potter.