ଚକ୍ରଚର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷଣ - ପୁଂ. (ଚକ୍ର+ଚର+ଧାତୁ+ଅ) ସମ୍ପାଦନା

ଚକ ପରି ବୁଲୁଥିବା — Whirling; moving in a circle.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - ସମ୍ପାଦନା

୧. ଐନ୍ଦ୍ରଜାଲିକ — ୧. A juggler; a magician.
୨. ତେଲୀ (ହିନ୍ଦୀ - ଶବ୍ଦସାଗର) —୨. Oilman.
୩. କୁମ୍ଭାର (ହିନ୍ଦୀ - ଶବ୍ଦସାଗର) —୩. Potter.