ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଚକ୍ରକ
ଭାଷା
ଦେଖିବେ
ସମ୍ପାଦନା
ଚକ୍ରକ
ବିଷୟସୂଚୀ
୧
ଓଡ଼ିଆ
୧.୧
ଉଚ୍ଚାରଣ
୧.୨
ସଂସ୍କୃତ - ବିଶେଷ୍ୟ -(ଚକ୍ର+କ)
୧.୩
ସଂସ୍କୃତ - ବିଶେଷଣ -
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Chakraka
ଆଇ.ପି.ଏ.
— tʃˈʌkɾʌkˌɔ
ଧ୍ୱନି (ମାନକ ଓଡ଼ିଆ)
(
file
)
ସଂସ୍କୃତ - ବିଶେଷ୍ୟ -(ଚକ୍ର+କ)
ସମ୍ପାଦନା
୧. (ନ୍ୟାୟ) କୁତର୍କ; ହେତ୍ୱାଭାସ — ୧. (Logic) Arguing in a circle.
୨. ଏକପ୍ରକାର ସର୍ପ (ହିନ୍ଦୀ - ଶବ୍ଦସାଗର) — ୩. A kind of serpent.
ସଂସ୍କୃତ - ବିଶେଷଣ -
ସମ୍ପାଦନା
ଚକା —Circular; wheels haped.