ଚକ୍କର ଖାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଚକ୍କର ଦେବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ମୁଣ୍ଡ ବୁଲାଇବା — ୧. To feel dizziness in the head.
୨. ଚକ୍ର ପରି ଘୂରିବା — ୨. To revolve round.
୩. ଘୋଡ଼ାକୁ ଚକ୍ରାକାର ଗତି କରାଇବା —୩. To make a horse perform a wheeling motion.
୪. ଚକ୍ରାକାର ବିସ୍ତୃତ ଭୂଖଣ୍ଡରେ ବୃତ୍ତାକାର ଆୟତନରେ ଘୋଡ଼ାକୁ ଦଉଡ଼ାଇ ଆଣି ସ୍ୱସ୍ଥାନରେ ପହଞ୍ଚାଇବା — ୪. To make the horse run over a large circuit.