ଚକ୍କର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ମସ୍ତକ ଘୂର୍ଣ୍ଣନ — ୧. Giddiness; dizziness.
୨. ପ୍ରଦକ୍ଷିଣ —୨. Walking round a thing; making circuit; circumambulation.
୩. ଘୋଡ଼ାର ଚକ୍ରାକାର ଗତି — ୩. Wheeling motion of the horse.

କାହିଁ ଅଶ୍ୱାରୋହୀ ଘେନି ଅଶ୍ୱବର କଦମେ କୁଲାଇ ଦିଅର ରାଧାନାଥ. ନନ୍ଦିକେଶ୍ୱରୀ


୪. ଘୋଡ଼ା ଦଉଡ଼ରେ ଚକ୍ରାକାର ଭୂଖଣ୍ଡ — ୪. The circuit of a race-course.