ଚକିତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଚକିତା—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ଚକ୍ ଧାତୁ=ଭୀତ ହେବା; ବ୍ୟାଘାତ କରିବା +କର୍ତ୍ତୃ. ତ) ସମ୍ପାଦନା

୧. ଭୀତ; ଭୟବ୍ୟାକୁଳ — ୧. Frightened; afraid.

ଚମକ ଚକିତ ଉଦାସୀ ହାସ୍ୟ ରୋଦନ ମିଶାମିଶି ଭୂପତି. ପ୍ରେମପଞ୍ଚାମୃତ

୨. ଭୟତ୍ରସ୍ତ; ଭୟ କମ୍ପିତ —୨. Trembling through fear; struck with fear.
୩. ଚମକି ପଡ଼ିଥିବା —୩. Startled; alarmed.
୪. ତୃପ୍ତି —୪. Satisfied.
୫. ଥରୁଥିବା —୫. Trembling.
୬. ଆଶ୍ଚର୍ଯ୍ୟାନ୍ୱିତ —୬. Wondering.

ସଂସ୍କୃତ - ବିଶେଷ୍ୟ - (+ଭାବ. ତ) ସମ୍ପାଦନା

ଭୟ —Fear; fright.