ଚକିଗୁଡ଼

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଆଖାରେ ଗୋଲାକାର ପୋଟଳା ପରି ବନ୍ଧା ହୋଇ ଥିବା ଗୁଡ଼ —Molasses made into round blocks and rolled in gunny-bags.

[ଦ୍ରଷ୍ଟବ୍ୟ —ଗୟା ଓ ବାସିଲି ଗଞ୍ଜାରେ ଏହିପରି ଗୁଡ଼ି ପ୍ରସ୍ଥୁତ ହୁଏ]