ଚକିକାଠି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଚକିର ଉପର ପଟର ପାର୍ଶ୍ୱରେ ଥିବା ଛିଦ୍ରରେ ଯେଉଁ ଚାଖଣ୍ଡେ ଲମ୍ୱର କାଠିକୁ ପୂରାଇ ବୁଲାଇବାକୁ ହୁଏ —The wooden rod which is thrust inside the lateral hole of the upper mill stone and which is held by the hands while the mill is in motion.