ଚକି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚକ୍ର) ସମ୍ପାଦନା

୧. କାଗଜର ଗୁଡ଼ି — ୧. Paper kite.
୨. ଚକତି; କ୍ଷୁଦ୍ର ବର୍ତ୍ତୁଳାକାରଖଣ୍ଡ — ୨. Circular pieces or bits.


ଅନୁବାଦ ସମ୍ପାଦନା

୩. ଚୂନ ପେଷିବା ପାଇଁ ଚକ୍ରାକାର ପଥର — ୩. A circular stone to pound and mix lime.
୪. ଯନ୍ତା; ପେଷଣ ଯନ୍ତ୍ର — ୪. Mill stone; grinding stone.

[ଦ୍ରଷ୍ଟବ୍ୟ —ଦୁଇଟି ପଥରର ଚକ ଉପରେ ତଳ ହୋଇ ରଖାଯାଏ, ତଳ ଚକଟି ସ୍ଥିର ଥାଏ ତହିଁ ଉପରେ ଉପର ଚକକୁ ଘୁରାଇ ଦୁଇ ଚକ ମଧ୍ୟରେ ଶସ୍ୟାଦି ରଗଡ଼ାଯାଏ ବା ଚୂନା କରାଯାଏ ଚକି ଦୁଇଟି କାର୍ଯ୍ୟରେ ବ୍ୟବହୃତ ହୁଏ ୧ ଗୋଟା ମୁଗ ଆଦିକୁ ଫାଳ ଫାଳ କରି ରଗଡ଼ିବା; ୨ ଚାଉଳ ଆଦିକୁ ଚୁନା କରିବା ଚକି ଦୁଇପଟ; ଉପର ଚକି ପଟର ଗୋଟିଏ ପାଖରେ ଗୋଟିଏ କଣା ହୋଇଥାଏ ସେହି କଣାରେ ଗୋଟିଏ କାଠି (ଚକିକାଠି) ପୁରାଇ ସେ କାଠିକୁ ଘୁରାଇଲେ ଚକି ଚଳେ ତଳପଟ କେନ୍ଦ୍ରରେ ଗୋଟିଏ କୋଣା ହୋଇ ଖୂଣ୍ଟିଟିଏ (ମାଣିଖୁଣ୍ଟ) ପୋତା ହୋଇଥାଏ ଉପର ପଟର କେନ୍ଦ୍ରସ୍ଥ ଛିଦ୍ର ସେହି ମାଣିଖୁଣ୍ଟରେ ଗଳାଯିବାରୁ ଘୁରାଇଲା ବେଳେ ଚକି ଖସି ଯାଏ ନାହିଁ କେତେକସ୍ଥଳରେ ଉପର ଚକିରେ ଥିବା ବଡ଼ କଣାର ଖଣ୍ଡିଏ ରନ୍ଧ୍ରଯୁକ୍ତ କାଠ ଚକ୍ତି ବା ପିହାଣିଆ ଥାଏ]

୫. (ସଂସ୍କୃତ - ଚକ୍ରିକା) ଗୋଡ଼ ଆଣ୍ଠୁଗଣ୍ଠିରେ ଥିବା ଗୋଲାକାର ହାଡ଼ଖଣ୍ଡ; ଆଣ୍ଠୁରେ ଚକି — ୫. The knee-bone.
୬. ହାତର ଲେଡ଼ି; କରତରେ ମଧ୍ୟଭାଗ, କରତଳର ଖାଳୁଆ ଜାଗା —୬. Plam; middle of the palm; the depressed center of the palm; hollow of the hand.