ଚକାସ୍ (ଧାତୁ)

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ସମ୍ପାଦନା

୧. ଦୀପ୍ତିପାଇବା — ୧. To glitter; to shine.
୨. (ଲକ୍ଷଣାର୍ଥ) ସୁଖୀ ହେବା — ୨. To be happy.
୩. ଦୀପ୍ତି କରିବା; ଉଜ୍ଜ୍ୱଳ କରିବା — ୩. To brighten; to illuminate.