ଚକାସନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ପଦ୍ମାସନ — Posture of sitting cross-legged.

ଦେଶଜ - ବିଶେଷଣ - ସମ୍ପାଦନା

ଭୂମିରେ ଜାନୁ ଛନ୍ଦି ଚକାସନରେ ବସିବା; ଚେକାମାଉଲି ପକାଇ ବସିଥିବା —Sitting cross-legged.

ଯମଙ୍କର ସଭାରେ ଚକାସନ ହୋଇ—କୃଷ୍ଣସିଂହ. ମହାଭାରତ. ସଭା