ଚକାସନ
ପଦ୍ମାସନ — Posture of sitting cross-legged.
ଭୂମିରେ ଜାନୁ ଛନ୍ଦି ଚକାସନରେ ବସିବା; ଚେକାମାଉଲି ପକାଇ ବସିଥିବା —Sitting cross-legged.
ଯମଙ୍କର ସଭାରେ ଚକାସନ ହୋଇ—କୃଷ୍ଣସିଂହ. ମହାଭାରତ. ସଭା