ଚକାସତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷଣ - (ଚକାସ୍ ଧାତୁ+ତ) ସମ୍ପାଦନା

୧. (+କର୍ତ୍ତୃ. ତ) ଦୀପ୍ତ; ଉଜ୍ଜ୍ୱଳ — ୧. Glittering; bright; splendid shining.
୨. ଅଳଙ୍କୃତ; ଶୋଭିତ —୨. Adorned.
୩. (+କର୍ମ+ଅ) ଆଲୋକିତ; ପ୍ରକାଶିତ — ୩. Lighted; illuminated.
୪. ସୁନ୍ଦର —୪. Beautiful.