ଚକାପକାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଚକାପାଡ଼ିବା, ଚକାପାରିବା, ଚକାମାରିବାଅନ୍ୟରୂପ

ଦେଶଜ - କ୍ରି. ସମ୍ପାଦନା

୧. ଜାନୁ ଛନ୍ଦି ବସିବା — ୧. To squat; to sit with the lags as in a knot with hips touching the ground.
୨. ପଦ୍ମାସନରେ ବସିବା — ୨. To sit cross-legged.