ଚକାଛାଆଣି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଚକାଛାଉଣି, ଚକାଛିଆଣି, ଚକାଛିଆଣି ଚକାଛୁଆଣିଅନ୍ୟରୂପ

  • (file)
  • (file)

ଦେଶଜ - ବିଶେଷ୍ୟ - (ଚକ୍ର+ଛାଦନ) ସମ୍ପାଦନା

ଚେକା ଛାଉଣି; ମାଟିବନ୍ଧଆଦି ପାଣିରେ ଧୋଇ ନ ଯିବା ଏଥିପାଇଁ ତହିଁ ଉପରେ ଘାସ ଆଦିର ଚେକା ବିଛାଇବା — Laying of turf on earth; turfing.