ଚକାଚକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷଣ - (ବହୁବଚନ) ସମ୍ପାଦନା

୧. ବହୁ ସଂଖ୍ୟକ ଗୋଲାକାର (ବସ୍ତୁ) — ୧. Numerous and circular (things).
୨. ବହୁସଂଖ୍ୟକ ଚକ୍ରାକାର ଚିହ୍ନବିଶିଷ୍ଟ — ୨. Consisting of many circular marks.