ଚକାଆଖି

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚକ୍ର+ଅକ୍ଷି; ଚକ୍ଷୁ ଗୋଲ ଥିବାରୁ)

ସମ୍ପାଦନା

(ଜଗନ୍ନାଥଙ୍କ ପ୍ରତିମାର ଚକ୍ଷୁ ଗୋଲ ଥିବାରୁ) ପୁରୀରେ ପ୍ରତିଷ୍ଠିତ ଗୋଲ ଚକ୍ଷୁଯୁକ୍ତ ଜଗନ୍ନାଥଙ୍କ ପ୍ରତିମା —The idel of Jagannaṭh at Puri (having round eyes and a peculiar face).

୨. ଜଗନ୍ନାଥ ଗୋଲାକାର ଚକ୍ଷୁ —୨. The round eves of the idol Jagannatha at Puri.

ଛୁଅଁତ ଥରେ ଚକା ଆଖି ହେ କୃପାନିଧି କବିସୂର୍ଯ୍ୟ—କବିତା

ଦେଶଜ - ବିଶେଷଣ -

ସମ୍ପାଦନା

ଗୋଲ ଚକ୍ଷୁବିଶିଷ୍ଟ —Round-eyed.