ଚକଲେଟ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଚୋକୋଲେଟ୍) ସମ୍ପାଦନା

କୋକାଓ ନାମକ କୃଷିଜାତ ଗୁଳ୍ମର ଫଳକୁ ଭାଜି, ଚୁରି ଓ ଜଳରେ ମିଶଇ ତିୟାରି କରାଯାଇଥିବା ଏକ ପ୍ରକର ଶିଶୁପ୍ରିୟ ମିଷ୍ଟାନ୍ନ —Chocolate.

[ ଦ୍ର—ଏ ଚୂନାର ବର୍ଣ୍ଣ ରକ୍ତାଭ ପାଣ୍ଡୁର ବା ପିଙ୍ଗଳ ବର୍ଣ୍ଣ ଥିବାରୁ ଚକଲେଟ୍ ବର୍ଣ୍ଣ (Chocolate colour) କହିଲେ ରକ୍ତାଭ ପାଣ୍ଡୁର ବର୍ଣ୍ଣ ବୁଝାଯାଏ