ଚକରେ ଗଢ଼ିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି—(କୁମ୍ଭାର ଚକଦ୍ୱାରା ହାଣ୍ଡି ଆଦି ଗଢ଼ିବା ଅର୍ଥରୁ) ସମ୍ପାଦନା

(ଲକ୍ଷଣାର୍ଥ) ନ ଥିବା ପଦାର୍ଥକୁ ଉତ୍ପାଦନ କରିବା — (figurative) To bring a thing in to existence.

ଚକରେ ବର ଗଢ଼ିବା ନାଁ, ସରଗରୁ ତୋଳି ଆଣିବ— କୁନ୍ତଳାକୁମାରୀ. ନଅତୁଣ୍ଡୀ.