ଚକମକି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ତୁକ୍କୀ. ଚକ୍ମକ=ହଠାତ୍ ଆଲୁଆ ମାରିବା, ଯଥା— ବିଦ୍ୟୁତ୍) ସମ୍ପାଦନା

୧. ନିଆଁ ଝାଡ଼ବାର ପଥର (ଖଣ୍ତେ ବାଲିଗରଡ଼ା ଓ ଖଣ୍ଡେ ଲହା) —୧. Flint and steel for striking out fire.
୨. ଯେଉଁ ଟାଣୁଆ ପଥରରେ ଅନ୍ୟପଥର ବା ଲୁହା ଆଘାତ କଲେ ନିଆଁ ବାହାରେ —୨. Flint.
୩. ଝଟକ; ବିଦ୍ୟୁତ୍ର ଝଟକ —୩. The striking out of lightning; sudden glow of lightning.

ଦେଶଜ - ବିଶେଷଣ - ସମ୍ପାଦନା

ଚକମକି ଲଗାଯାଇଥିବା (ବନ୍ଧୁକ) — (gun) Having a flint.