ଚକଡ଼ା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚକ୍ର) ସମ୍ପାଦନା

୧. ବିସ୍ତୁତ ଭୂଖଣ୍ଡ — ୧. A wide expanse of land.
୨. ଅଞ୍ଚଳ —୨. A tract of the country; locality.


ଅନୁବାଦ ସମ୍ପାଦନା

୩. ଖାନାବାଡ଼; ବାସ୍ତୁ, ଦେବାଳୟଆଦିର ସୀମା — ୩. The boundary and premises of a temple (exclosed within a compound); homestead.
୪. ଚକଲା (ଦେଖ) - —୪. Chakalā (See)
୫. ରଥଚକ୍ରମାନଙ୍କଦ୍ୱାରା ଅଧିକୁତ ସ୍ଥାନ —୫. The space] occupied by the wheels of a car.
୬. ଚକ୍ରାକୃତ ସ୍ଥାନ —୬. A circular place.
୭. ଚକ୍ରାକୃତ ବଡ଼ ଖଣ୍ଡ —୭. A big circular bit.