ଚକଟାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଚକଟେଇବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - ସମ୍ପାଦନା

ଚକଟିବା କ୍ରିୟାର ଣିଜନ୍ତି ରୂପ — Causative form of Chakaṭibā

ଅଙ୍କୁଶେ ସେନାଙ୍କ କାଣ୍ଡାକୁ କାଟି ଦେଇ ପକାଇଲେ ହାତୀ ଗୋଡ଼ରେ ଚକଟାଇ କୃଷ୍ଣସିଂହ. ମହାଭାରତ. ଦ୍ରୋଣ