ଚକଚାନ୍ଦି ଲାଗିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଅତ୍ୟନ୍ତ ଅଧିକ ଆଲୋକ ଯୋଗୁଁ ଆଖି ଝଲସି ଯିବା —The eyes becoming dazzled by excessive light.

(ଯଥା—ବିଜୁଳି ମାରିବାରୁ ମତେ ଚକଚାନ୍ଦି ଲାଗିଗଲା)