ଚକଚାନ୍ଦି ଉଠିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. କିଂକର୍ତ୍ତବ୍ୟବିମୁଢ଼ତା ଉପସ୍ଥିତ ହେବା; ଉଦ୍ୱେଗ ଯୋଗୁଁ ଅସ୍ଥିର ହେବା — ୧. Becoming extremely restless through anxiety; being bewildered.
୨. ବହୁତ ବାଟ ଚାଲିବା ଯୋଗୁଁ ଗୋଡ଼ ତଳିପାରେ ବ୍ରଣ ହେବା; ଚାନ୍ଦି ଫୁଟିଯିବା — ୨. Having foot-sores.