ଚଉସ୍ତରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଚଉସ୍ତୁରି, ଚଉସ୍ତୋରି

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଚତୁଃସପ୍ତତି; ପ୍ରା, ଚୌହତ୍ତରି) ସମ୍ପାଦନା

ସତୁରି ଅପେକ୍ଷା ଚାରି ଅଧିକ ସଂଖ୍ୟା; ୭୪: — ୭୪; seventyfour.

ଦେଶଜ - ବିଣ— ସମ୍ପାଦନା

୭୪: ସଂଖ୍ୟକ — Numbering ୭୪.