ଚଉସରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଚଉସରା, ଚଉସରିଆ—ଅନ୍ୟରୂପ

ଦେଶଜ - ବି—(ସଂସ୍କୃତ - ଚତୁଃସର) ସମ୍ପାଦନା

ଚାରିସରିଆ ହାର; ଚଉଲରୀ ହାର —Four—striuged necklace.

ଦେଶଜ - ବିଶେଷଣ - ସମ୍ପାଦନା

୧. ଚାରିକେରିଆ (ହାର); ଚାରିସୋରା— ବିଶିଷ୍ଟ —୧. (necklace) Consisting of ୪ strings; four-stringed.
୨. ଚତୁରସ୍ର; ଚତୁଷ୍କୋଣବିଶିଷ୍ଟ —୨. Quadrangular.