ଚଉସରି
ଚଉସରି
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଚଉସରା, ଚଉସରିଆ—ଅନ୍ୟରୂପ
ଦେଶଜ - ବି—(ସଂସ୍କୃତ - ଚତୁଃସର)
ସମ୍ପାଦନାଚାରିସରିଆ ହାର; ଚଉଲରୀ ହାର —Four—striuged necklace.
ଦେଶଜ - ବିଶେଷଣ -
ସମ୍ପାଦନା- ୧. ଚାରିକେରିଆ (ହାର); ଚାରିସୋରା— ବିଶିଷ୍ଟ —୧. (necklace) Consisting of ୪ strings; four-stringed.
- ୨. ଚତୁରସ୍ର; ଚତୁଷ୍କୋଣବିଶିଷ୍ଟ —୨. Quadrangular.