ଚଉସମାଳି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଚତୁଃ+ସୀମା; ତୁଳ, ଦୋସମାଳୀ, ତିସମାଳୀ) ସମ୍ପାଦନା

ଯେଉଁ ସ୍ଥାନରେ ୪ଟି ମଉଜାର ସୀମା ମିଳିଅଛି — A point where the boundaries of four villages meet.