ଚଉଶାଳା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁଃଶାଳା) ସମ୍ପାଦନା

୧. ବର୍ଗାକୃତି ଘର; ମୁନିମାନଙ୍କ ଘର — ୧. A block-house; a square house; the hut of a hermit.
୨. ଚାରି ପାଖେ ଢାଳୁ ଚାଳଥିବା ଘର — ୨. A house having ୪ sloping thatches on ୪ sides; a thatched bungalow.