ଚଉରାଳିଶ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଚଉରାଳିଶି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁଶ୍ଚତ୍ୱାରିଂଶତ୍; ପ୍ରା. ଚଉବ୍ୱାଳିସଇ) ସମ୍ପାଦନା

ଚାଳିଶିରୁ ଚାରି ଅଧିକ ସଂଖ୍ୟା;୪୪: ସଂଖ୍ୟା — ୪୪; fortyfour.

ଦେଶଜ - ବିଶେଷଣ - ସମ୍ପାଦନା

୪୪: ସଂଖ୍ୟକ — Numbering fortyfour.