ଚଉରସ୍ ରୁଆଳି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - (ବଣିଆଶଦ୍ଦ) ସମ୍ପାଦନା

ଖୁବ୍ ଛୋଟ ଛୋଟ ଅଳଙ୍କାର ଗଢ଼ିବା ପାଇଁ ଚାରିକୋଣିଆଁ ଏକପ୍ରକାର ଠସା —A kind of square. mould used by goldsmiths to beat out small ornaments.