ଚଉମୁହାଁ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷଣ - (ସଂ ଚତୁର୍ମୁଖ)

ସମ୍ପାଦନା

ଚାରିଟି ମୁଖ ବା ଦ୍ୱାରାବିଶିଷ୍ଟ; ଚାରିଦିଗକୁ ଯାହାର ମୁହ ଚାରିଗୋଟି ଅଛି — Four-faced; facing towards thefour sides.