ଚଉମଥା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଚଉମସ୍ତା. ଚଉମାଥ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁର୍ମସ୍ତକ) ସମ୍ପାଦନା

୧. ବ୍ରହ୍ମା — ୧. God Brahmā
୨. (ସଂସ୍କୃତ - ଚତୁସ୍ପଥଃ) ଚଉଛକି ରାସ୍ତା —୨. A place where four roads meet; a place where two roads each other.

ଦେଶଜ - ବିଶେଷଣ - ସମ୍ପାଦନା

ଚାରିଟି ମସ୍ତକ— ଯୁକ୍ତ —Four-headed.