ଚଉଭୁଜୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷଣ - (ସଂସ୍କୃତ - ଚତୁର୍ଭୁଜ) ସମ୍ପାଦନା

ଚାରିବାହୁବିଶିଷ୍ଟ — Having four sides.

ଚଉଭୁଜୀ କୁଞ୍ଜଘର ସହସ୍ରେ ପାଖୁ଼ଡ଼ା—ପ୍ରାଚୀ. ବ୍ରହ୍ମନିରୂପଣଗୀତା

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

ଚଉହଦି; ଚତୁଃସୀମା — Boundaries on the ୪ sides.