ଚଉବାହା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଚଉବାହୁ—ଅନ୍ୟରୂପ)

  • (file)
  • (file)

ଦେଶଜ - ବିଶେଷଣ - (ସଂସ୍କୃତ - ଚତୁର୍ବାହୁ) ସମ୍ପାଦନା

ଚତୁର୍ଭୁଜବିଶିଷ୍ଟ — Having four arms

ଦେଶଜ - ବିଶେଷ୍ୟ - ସମ୍ପାଦନା

ଶ୍ରୀ ଜଗନ୍ନାଥ; ବିଷ୍ଣୁ — God Jagannātha; Bishṅu.

ମୋ ବୁଦ୍ଧିରେ ତୁମ୍ଭଙ୍କୁ କେହି ଚଉବାହା, ଜଣିକରି ଭଳିବି କହ ମତେ ତାହା କୃଷ୍ଣସିଂହ. ମହାଭାରତ. ସଭା