ଚଉବର୍ଗ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁର୍ବର୍ଗ) ସମ୍ପାଦନା

ଧର୍ମ, ଅର୍ଥ, କାମ ଓ ମୋକ୍ଷରୂପ ମନୁଷ୍ୟ— ଜୀବନର ଚାରିଗୋଟି ଲକ୍ଷ୍ୟ ବା ଫଳ —Fourfold aims or summum bonum of the life of a man. (religion, wealth, dasire and salvation).

ତେଣେ ସନ୍ତୋଷ ବିଷ୍ଣୁ ହୋଇ, ପ୍ରାଣିଙ୍କି ଚଉବର୍ଗ ଦେଇ ଜଗନ୍ନାଥ. ଭାଗବତ