ଚଉବନୀ
ଚଉବନୀ
ଉଚ୍ଚାରଣ
ସମ୍ପାଦନାଦେଶଜ - ବିଶେଷଣ -
ସମ୍ପାଦନା- ୧. କଟକରେ ବ୍ୟବହୃତ (ସେର); ଯାହା ଓଜନରେ ୧୮: ଟଙ୍କା ସଙ୍ଗେ ସମାନ; ପକ୍କା (ସେର) — ୧. (a Cuttack seer) Weighing ୧୦୮. tolas.
- ୨. (ସଂସ୍କୃତ - ଚତୁର୍ବର୍ଣ୍ଣ)—ଚାରିବର୍ଣ୍ଣବିଶିଷ୍ଟ; ଧଳା, କଳା, ନାଲି ଓ ହଳଦିଆ ଏହି ୪ଟି ରଙ୍ଗର (ଯଥା—ଚଉବନୀ ମୃରୁଜ) — ୨. Of four different colours (black, white, red and yellow).
ଦେଶଜ - ବିଶେଷ୍ୟ -
ସମ୍ପାଦନାଚଉବନୀ ସେର (ଦେଖ) - —Chaubanī sera (See)