ଚଉବନୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷଣ - ସମ୍ପାଦନା

୧. କଟକରେ ବ୍ୟବହୃତ (ସେର); ଯାହା ଓଜନରେ ୧୮: ଟଙ୍କା ସଙ୍ଗେ ସମାନ; ପକ୍କା (ସେର) — ୧. (a Cuttack seer) Weighing ୧୦୮. tolas.
୨. (ସଂସ୍କୃତ - ଚତୁର୍ବର୍ଣ୍ଣ)—ଚାରିବର୍ଣ୍ଣବିଶିଷ୍ଟ; ଧଳା, କଳା, ନାଲି ଓ ହଳଦିଆ ଏହି ୪ଟି ରଙ୍ଗର (ଯଥା—ଚଉବନୀ ମୃରୁଜ) — ୨. Of four different colours (black, white, red and yellow).

ଦେଶଜ - ବିଶେଷ୍ୟ - ସମ୍ପାଦନା

ଚଉବନୀ ସେର (ଦେଖ) - —Chaubanī sera (See)