ଚଉଫେରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁଃ+ପ୍ରତ୍ୟାଗମନ) ସମ୍ପାଦନା

ମନ୍ଦିର ବା ଦେବ ବିଗ୍ରହଙ୍କର ଚାରିପାଖ ବୁଲିଆସିବା; ପରିକ୍ରମା — Going round a temple or idol; circumambulation.