ଚଉପିଠି ଖରଚ
ଚଉପିଠି ଖରଚ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ପ୍ରଥମ ପକ୍ଷର ଯିବା ଏକପିଠି ଆସିବା ଏକ ପିଠି, ୨ୟ ପକ୍ଷର ଯିବା ଏକ ପିଠି ଓ ଆସିବା ଏକ ପିଠି, ଏପରି ୪ପିଠି ବା ଥର)
ସମ୍ପାଦନାବିବାହ ଓ ମକଦମା ଆଦି ଉପଲକ୍ଷେ ଉଭୟ ଯିବାର ଓ ଆସିବାର ସମସ୍ତ ଖରଚ —All the expenses of both parties for coming and going; entire travelling expenses of the two parties (in a case or marriage).