ଚଉପହରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ -(ସଂସ୍କୃତ - ଚତୁଷ୍ପ୍ରହର) ସମ୍ପାଦନା

୧. ଯେଉଁ ଦାସ ବା ଦାସୀମାନେ ପ୍ରଭୁଙ୍କ ନିକଟରେ ରାତି ଓ ଦିନ ଚାରି ପହର ଲେଖାଏଁ ପାଳି କରି ଉପସ୍ଥିତ ଥାଆନ୍ତି; ଅର୍ଦ୍ଦଳୀ — ୧. Servants attending on the master throughout the day and night by turns of ୪ prahars or ୧୨ hours each.

ଚଉପହରା ଦାସୀଙ୍କ ଉପରେ ଚାପୋଡ଼ ଫରମାସଇ କୋପରେ କବିସୂର୍ଯ୍ୟ. କବିତା

୨. ଯେଉଁ ଚାକର ଓ ମୁଲିଆମାନେ ଦିନ ରାତି ୮ ପହର ମଧ୍ୟରୁ କେବଳ ଦିନ ଚାରି ପ୍ରହର ପାଇଁ ଖଟନ୍ତି — ୨. A labourer or servant who attends on his master for ୧୨ hours only in ୨୪ hours.