ଚଉପଠି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସଂସ୍କୃତ - (ସଂସ୍କୃତ - ଚତୁର୍ ଓ ପୃଷ୍ଠା) ସମ୍ପାଦନା

୧. କୌଣସି ଘନ ପଦାର୍ଥ ଚାରି ପାର୍ଶ୍ୱ ବା ତଳ — ୧. The four surfaces or sides of a solid thing.
୨. କୌଣସି ସ୍ଥାନର ଚାରିଆଡ଼; ଚାରିଦିଗ — ୨. The four sides of a place.

ପୋଷାକ ପିନ୍ଧି ଉଆସ ଚଉପିଠି ବଗିଚା ଆଉ ଆଗଦାଣ୍ଡରେ ପ୍ରାତର୍ଭମଣ କରି ଆସନ୍ତି ଫକୀରମୋହନ ଗଳ୍ପସ୍ୱଳ୍ପ