ଚଉଦ ମାଦଳ
ଚଉଦ ମାଦଳ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଦେଶଜ - ବିଶେଷ୍ୟ - ସମ୍ପାଦନା
ପୁରୀ ସହରରେ ଥିବା ଚୈତନ୍ୟଭକ୍ତ ସମ୍ପ୍ରଦାୟଗଣ ଚଉଦଖଣ୍ଡି ମାଦଳ ବା ମୃଦଙ୍ଗ ଓ ଝାଞ୍ଜ ବଜାଇ ନଗର ଓ ଜଗନ୍ନାଥଙ୍କ ବେଢ଼ାରେ କରିବା ସଂକୀର୍ତ୍ତନ —A procession of the followers of
Chaitanya round the compound of the Temple and in the town of puri accompained by ୧୪ drums and cymbals.