ଚଉଦୋଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଚଉଦୋଳା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁର୍ଦ୍ଦୋଳ) ସମ୍ପାଦନା

୧. ମନୁଷ୍ୟବାହ୍ୟ ରାଜକୀୟ ଜାନବିଶେଷ — ୧. A royal palanquin.
୨. ଚାରିଜଣ ବୋହିବା ଶିବିକା — ୨. A litter or palanquin borne on the shoulders of ୪ persons.
୩. ବିମାନ —୩. A square sedan chair for carrying idols in a procession.
୪. ବିବାହରେ ବରକନ୍ୟା ବସି ଶୋଭାଯାତ୍ରା କରିବାର ବଡ଼ ବିମାନକୃତ ପାଲିଙ୍କି (ଏଥିରେ ୮ ଠାରୁ ୧୬: ଜଣ ଯାଏ ବାହକ ଲାଗନ୍ତି) —୪. A grrand marriage-palanquin (borne by ୮ to ୧୬ bearers) to convey the bride and bride-groom in the marriage-procession.