ଚଉଦିଗା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷଣ - (ସଂସ୍କୃତ - ଚତୁର୍ଦ୍ଦିକ୍) ସମ୍ପାଦନା

ଚତୁର୍ଦ୍ଦିଗ ଘେରିଥିବା; ଚତୁର୍ଦ୍ଦିଗ୍ୱ୍ୟାପୀ — Surrounding on all sides.

(ଯଥା—ଏଥର ଓଡ଼ିଶାରେ ଚଉଦିଗା ବରଷା ହୋଇଅଛି)

ଦେଶଜ - ଅ ସମ୍ପାଦନା

ଚାରିଆଡ଼େ; ସବୁଆଡ଼େ — On all sides.