ଚଉଦିଗ
ଚଉଦିଗ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁର୍ଦ୍ଦିକ୍)
ସମ୍ପାଦନାଚାରିଆଡ଼ (ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ) —Four corners of the globe; four points of the compass.
ଚଉଦିଗ ଘୋଟିଥିଲା ଅନ୍ଧକାର ନୀରବ ନିଶ୍ଚଳ ଥିଲା ଏ ସଂସ୍କାର—ମଧୂସୂଦନ. ଛାନ୍ଦମାଳା
କ୍ରି. ବିଂ
ସମ୍ପାଦନାସବୁଆଡ଼େ —On all sides.