ଚଉତିଶା
ଚଉତିଶା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁସ୍ତ୍ରିଂଶ) ସମ୍ପାଦନା
କ ଠାରୁ କ୍ଷ ପର୍ଯ୍ୟନ୍ତ କ୍ରମରେ ଆଦ୍ୟ ଅକ୍ଷର ଯୁକ୍ତ ହୋଇ ରଚିତ ହୋଇଥିବା ୩୪: ପଦ— ବିଶିଷ୍ଟ ପଦ୍ୟ; କଉଁକ୍ଷ —A becedarian poem; a poem consisting of ୩୪ couplets beginning with the ୩୪ letters of the alphabet from ka to ksha successively.
[ଦ୍ରଷ୍ଟବ୍ୟ —ଏଥିରେ ସାଧାରଣତଃ ପଦର ଆଦ୍ୟରେ ଙ ଅକ୍ଷର ସ୍ଥାନରେ ନ, ଞ ଅକ୍ଷର ସ୍ଥାନରେ ନ, ଣ ଅକ୍ଷର ସ୍ଥାନରେ ଅ, କ୍ଷ ସ୍ଥାନରେ ଛ ଆଦ୍ୟବର୍ଣ୍ଣଯୁକ୍ତ ଶବ୍ଦ ବସିଥାଏ]