ଚଉତାଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ଚତୁସ୍ତଳ) ସମ୍ପାଦନା

ଦେବତାଙ୍କ ରଥର ଚାରିପାଖରେ ଦୋମାହାଲା ପରି ବୁଲିଥିବା କାଠର ଛାତ —A roof or upper story raised on the ୪ sides of a Deity's car.

ତହିଁର ଦୁଆରେ ଚଉତାଳ ଛଚି ଅଛି—ପ୍ରାଚୀ ବ୍ରହ୍ମନିରୂପଣଗୀତା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁସ୍ତାଳ) ସମ୍ପାଦନା

ମୃଦଙ୍ଗର ତାଳବିଶେଷ — Name of a measure accompanying the striking of the Mṛudaṇga drum.

[ଦ୍ରଷ୍ଟବ୍ୟ —ଏଥିରେ ୭ ଦୀର୍ଘ ବା ୧୨: ଲଘୁ ମାତ୍ରା ଥାଏ ଓ ୪ ଆଘାତ ଓ ୨ ଶୂନ୍ୟ ଥାଏ; ଏଥିର ଉକୁଟ—ଧାଧାଧ୍ୱନ୍ତାକତା, ଗଂଦିନ୍ତା ତେଟେକିତା ଗେଦିଧୀନ୍—ହିନ୍ଦୀ - ଶବ୍ଦସାଗର]