ଚଉଡ଼ା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଲମ୍ୱା—ବିପରୀତ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଚର୍ପଟ= ବିପୁଳ, ସଂସ୍କୃତ - ଚିର୍ବଟ= ଚେପଟା) ସମ୍ପାଦନା

ପ୍ରସ୍ଥ; ଫରଚା, ଆଡ଼ — Breadth; width.

ଦେଶଜ - ବିଶେଷଣ - ସମ୍ପାଦନା

୧. ଫରଚା; ବିସ୍ତୀର୍ଣ୍ଣ — ୧. Wide; extensive.

ସକଳ ବଖୁରି ଭୂମି ହୋଇଛି ଚଉଡ଼ା ପ୍ରାଚୀ. ବ୍ରହ୍ମନିରୂପଣଗୀତା

୨. ପ୍ରସ୍ଥଯୁକ୍ତ; ପ୍ରଶସ୍ତ —୨. Broad.