ଚଉଡ଼ା
ଚଉଡ଼ା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନା(ଲମ୍ୱା—ବିପରୀତ)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -(ସଂସ୍କୃତ - ଚର୍ପଟ= ବିପୁଳ, ସଂସ୍କୃତ - ଚିର୍ବଟ= ଚେପଟା)
ସମ୍ପାଦନାପ୍ରସ୍ଥ; ଫରଚା, ଆଡ଼ — Breadth; width.
ଦେଶଜ - ବିଶେଷଣ -
ସମ୍ପାଦନା- ୧. ଫରଚା; ବିସ୍ତୀର୍ଣ୍ଣ — ୧. Wide; extensive.
ସକଳ ବଖୁରି ଭୂମି ହୋଇଛି ଚଉଡ଼ା ପ୍ରାଚୀ. ବ୍ରହ୍ମନିରୂପଣଗୀତା
- ୨. ପ୍ରସ୍ଥଯୁକ୍ତ; ପ୍ରଶସ୍ତ —୨. Broad.