ଚଉଖୁଣ୍ଟିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ଚାରି ଗୋଟି ଖୁଣ୍ଟବିଶିଷ୍ଟ — ୧. Having four pillars to support it.
୨. ଚତୁଷ୍ପୋଣ; ଚାରିକୋଣିଆ — ୨. Quadrangular.
୩. ସମଚତୁଷ୍କୋଣ —୩. Square.

ଚଉଖୁଣ୍ଟିଆ ସେ ପୁର ହୋଇଛି ନିର୍ମାଣ ପ୍ରାଚୀ ବ୍ରହ୍ମନିରୂପଣ ଗୀତା