ଚଉକିବେଈ
ଚଉକିବେଈ
ଉଚ୍ଚାରଣ
ସମ୍ପାଦନା(ଚଉକିବାଈ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ସ୍ତ୍ରୀ
ସମ୍ପାଦନାରାଜାମାନଙ୍କ ରକ୍ଷିତା ସ୍ତ୍ରୀବିଶେଷଙ୍କ ନାମ —A class of concubines.
[ଦ୍ରଷ୍ଟବ୍ୟ —ଏହାଙ୍କୁ ରାଜା ଚଉକିରେ ବସାଇ ଗାନ୍ଧର୍ବ ବିବାହ ବିଧିରେ ସ୍ତ୍ରୀରୂପେ ଗ୍ରହଣ କରନ୍ତି ଏହିପରି ଫୁଲ ଓ ମାଳ ଉପହରା ଦେଇ 'ଫୁଲବେଈ' ଓ 'ମାଳବେଈ'ଙ୍କୁ ରଜା ରଖନ୍ତି]