ଚଉକିବେଈ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଚଉକିବାଈ—ଅନ୍ୟରୂପ)

  • (file)

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ସ୍ତ୍ରୀ ସମ୍ପାଦନା

ରାଜାମାନଙ୍କ ରକ୍ଷିତା ସ୍ତ୍ରୀବିଶେଷଙ୍କ ନାମ —A class of concubines.

[ଦ୍ରଷ୍ଟବ୍ୟ —ଏହାଙ୍କୁ ରାଜା ଚଉକିରେ ବସାଇ ଗାନ୍ଧର୍ବ ବିବାହ ବିଧିରେ ସ୍ତ୍ରୀରୂପେ ଗ୍ରହଣ କରନ୍ତି ଏହିପରି ଫୁଲ ଓ ମାଳ ଉପହରା ଦେଇ 'ଫୁଲବେଈ' ଓ 'ମାଳବେଈ'ଙ୍କୁ ରଜା ରଖନ୍ତି]